କାଶୀଚିନି
ଦେଖଣା
କାଶୀଚିନି —
ଉଚ୍ଚାରଣ: Kāṡīchini
ଦେ. ବି —
ଭାରତପ୍ରସ୍ତୁତ ବା ଦେଶିୟ ଚିନି — India-made white sugar.
[ଦ୍ର—ଏହା କାଶୀ ନିକଟରେ ପ୍ରସ୍ତୁତ ହେଉଥିଲା ଏହାର ବର୍ଣ୍ଣ ଫିକା ଓ ବିଦେଶୀ ଚିନି ପରି ଏହାର ଦାନା ସବୁ ବଡବଡ ନୁହେଁ]