Jump to content

କାଶୀନାଥ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶୀନାଥ
ଉଚ୍ଚାରଣ: Kāṡīnātha

ସଂ. ବି (୬: ଷ୍ଠି ତତ୍; କାଶୀ+ନାଥ) —

୧: ମହାଦେବ —୧. God Ṡiba.

୨: କାଶୀରେ ପ୍ରତିଷ୍ଠିତ ବିଶ୍ବେଶ୍ବର ବା ବିଶ୍ବନାଥଙ୍କ ଶିବଗ୍ରହ — ୨. The idol of Ṡiba-linga situate in Benaras.

ଦେ. ବି. ପୁଂ —

ଲୋକଙ୍କ ନାମ — A name given to males.