Jump to content

କାଶୀପ୍ରାପ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶୀପ୍ରାପ୍ତି
ଉଚ୍ଚାରଣ: Kāṡīprāpti

ସଂ. ବି (୨: ୟା ତତ୍; କାଶୀ+ପ୍ରାପ୍ତି) —

(ହିନ୍ଦୁଙ୍କ ପକ୍ଷରେ) କାଶୀ କ୍ଷେତ୍ରରେ ପୁଣ୍ୟମୟ ମରଣ — Death in Benaras which confers much spiritual benifit on the deceased (Hindu).

[ଦ୍ର—କାଶୀଧାମରେ ମୃତ୍ଯୁ ହେଲେ ମୂକ୍ତି ଲାଭ ହୁଏ ଏହା ସାଧାରଣ ହିନ୍ଦୁଙ୍କର ବିଶ୍ବାସ; ଶାସ୍ତ୍ରରେ ଉକ୍ତ ଅଛି— ଗଙ୍ଗାୟାଂଚ ଜଶେ ମୁକ୍ତି ର୍ବାରାଣସ୍ୟାଂ ଜଳେ ସ୍ଥଳେ ଜଳେ ସ୍ଥଳେ ଚାନ୍ତରୀକ୍ଷେ ମୁକ୍ତିଃ ଶୀପୁରୁଷୋତ୍ତମେ]