କାଶୀବାସ
ଦେଖଣା
କାଶୀବାସ —
ଉଚ୍ଚାରଣ: Kāṡībāsa
ସଂ. ବି. (୭: ମୀ ତତ୍; କାଶୀ+ବାସ) —
ଶେଷଜିବନ କାଶୀକ୍ଷେତ୍ରରେ କଟାଇ କାଶୀରେ ମଲେ ପରଲୋକରେ ଶିବଲୋକ ପାଇବା ଉଦ୍ଦେଶ୍ୟରେ କାଶୀରେ ରହିବା — Stay at Banares for passing the old age there with the hope of attaining beatitude after death.