Jump to content

କାଶୀରାଜ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶୀରାଜ
ଉଚ୍ଚାରଣ: Kāṡīrāja

ସଂ. ବି. (୬: ଷ୍ଠି ତତ୍; କାଶୀ+ରାଜନ୍) —

୧: ବାରଣାସୀର ରାଜା — ୧. King of Benares.

୨: ରାଜା ଦିବୋଦାସ — ୨. King Dibodāsa of Ancient India.

୩: ଧନ୍ବନ୍ତରି —୩. The mythological physician of the Gods.