Jump to content

କାଶୀଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶୀଶ
ଉଚ୍ଚାରଣ: Kāṡīṡa
ସଂ. ପର୍ୟ୍ୟାୟ— ଧାତୁକାଶୀଶ; ଫା. ଶୁକାଶୀଶ; হীরাকশ कशीश,कैशिश ଫା. ଜାକେଜରଦ୍ ଆ. ଜାଜେଅସ୍ଫର୍

ସଂ. ବି (୬: ଷ୍ଠୀ ତତ୍; କାଶୀ+ଈଶ) —

୧: କାଶୀନାଥ (ଦେଖ) ୧. Kāṡīnātha (See)

୨: ହୀରାକସ —୨. Green sulphate of iron; Ferri sulphus.

[ଦ୍ର— ଈଷତ୍ ପୀତବର୍ଣ୍ଣ କାଶୀଶକୁ ପୁଷ୍ପକାଶୀଶ କହନ୍ତି ଏହା ଅମ୍ଳତିକ୍ତକଷାୟରସ, ଉଷ୍ମବୀର୍ୟ୍ୟ ଓ କେଶର ହିତକର ଏହା ବାଯୁ,କଫ, ନେତ୍ରକଣ୍ଡୁ, ବିଷ, ମୂତ୍ରକୃଚ୍ଛ୍ର, ଅଶ୍ମରୀ ଓ ଶ୍ବୀତ୍ରରୋଗ ନାଶକ]