Jump to content

କାଶ୍ମୀରଗନ୍ଧକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ମୀରଗନ୍ଧକ
ଉଚ୍ଚାରଣ: Kāṡmīragandhaka

ବି. (ବୈଦ୍ୟକ) —

ଔଷଧରେ ବ୍ୟବହାର୍ୟ୍ୟ କାଶ୍ମୀରଦେଶ— ଜାତ ଇତ୍କୃଷ୍ଟ ଗନ୍ଧକବିଶେଷ — An excellent kind of sulpher found in Kashmere and requisitioned extensively for medicinal purposes.