କାଶ୍ମୀରଜ
ଦେଖଣା
କାଶ୍ମୀରଜ —
ଉଚ୍ଚାରଣ: Kāṡmīraja
ସଂ. ବିଣ.—(କାଶ୍ମୀର+ଜନ ଧାତୁ+କର୍ତ୍ତୃ. ଅ) —
କାଶ୍ମୀର ଦେଶ ଜାତ — Produced in Kashmere.
ସଂ. ବି. —
୧: କୁଙ୍କୁମ; ଜାଫ୍ରାନକେଶର —୧. Saffron.
୨: ପଦ୍ମମୂଳ —୨. The root of the lotus plant.
କାଶ୍ମୀରଜ —
ଉଚ୍ଚାରଣ: Kāṡmīraja
ସଂ. ବିଣ.—(କାଶ୍ମୀର+ଜନ ଧାତୁ+କର୍ତ୍ତୃ. ଅ) —
କାଶ୍ମୀର ଦେଶ ଜାତ — Produced in Kashmere.
ସଂ. ବି. —
୧: କୁଙ୍କୁମ; ଜାଫ୍ରାନକେଶର —୧. Saffron.
୨: ପଦ୍ମମୂଳ —୨. The root of the lotus plant.