କାଶ୍ମୀରା
ଦେଖଣା
କାଶ୍ମୀରା —
ଉଚ୍ଚାରଣ: Kāṡmīrā
ସଂ. ବି. (କାଶ୍ମୀର+ସ୍ତ୍ରୀ. ଆ) —
ଅତିବିଷା (ଦେଖ) Atibishā (See)
ଦେ. ବି. —
ମୋଟା ଶୀତବସ୍ତ୍ରବିଶେଷ—(ଏହା ପୂର୍ବେ କାଶ୍ମୀର ଦେଶରେ ପ୍ରସ୍ତୁତ ହେଉଥିଲା) —A kind of coarse wollen wrapper originally manufactured in Kashmere.