Jump to content

କାଶ୍ଯପି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ୟପି
ଉଚ୍ଚାରଣ: Kāṡyapi

ସଂ. ବି. (କଶ୍ୟପ+ଅପତ୍ୟୀର୍ଥେ. ଇ) —

୧: (ମହାଦେବଙ୍କ ଔରସରେ କଶ୍ୟପଙ୍କ ସ୍ତ୍ରୀ ଅଦିତିଙ୍କ ଗର୍ଭରୁ ପ୍ରଥମେ ଅଣ୍ଡାକାରରେ ଜାତ)କଶ୍ୟପଋଷିଙ୍କ ପୂତ୍ର ଅରୁଣ — ୧. Aruna (God of dawn), son of saga Kaṡyapa.

୨: ଗରୁଡ଼ —୨. Garuṟḍ̠a, the mythological carrier of Bishṇu the king of birds. (with humah body and wings)

୩: କାଶ୍ୟପୀ (ଦେଖ) — Kāṡyapī