Jump to content

କାଶ୍ଯପୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ୟପୀ
ଉଚ୍ଚାରଣ: kāṡyapī

ସଂ. ବି— (କଶ୍ୟପ+ଦେୟାର୍ଥେ. ଇ+ସ୍ତ୍ରୀ. ଇ) —

ପୃଥିବୀ — The earth.

[ଦ୍ର—ପରଶୁରାମ ପୃଥିବୀରୁ କ୍ଷତ୍ରିୟବଂଶ ନିର୍ମୁଳକରି ପୃଥିବୀକୁ କଶ୍ୟପଋଷିଙ୍କୁ ଦାନ କରିଥିଲେ ତେଣୁ ପୃଥିବୀର ନାମ କାଶ୍ୟପୀ ହୋଇଅଛି]