Jump to content

କାଶ୍ଯପେଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଶ୍ୟପେୟ
ଉଚ୍ଚାରଣ: Kāṡyapeya

ସଂ. ବି. ପୁଂ(କଶ୍ୟପ+ଅପତିୟାର୍ଥେ. ଏୟ) —

୧: କଶ୍ୟପ ମୁନିଙ୍କର ସ୍ତ୍ରୀ ଦିତି ଓ ଅଦିତିଙ୍କର ଗର୍ଭଜାତ ଦେବ ଓ ଦୈତ୍ୟଙ୍କ ମଧ୍ୟରୁ ଏକତମ —

୧. A son of the sage Kaṡyapa, born of one of his ୨ wives, Diti and Aditi (the former giving birth to demons and the latter to Gods.)

୨: ସୂର୍ଯ୍ୟ —୨. The sun.

୩: ଗରୁଡ଼ —୩. The mytholgical king of birds.