କାଷ
ଦେଖଣା
କାଷ —
ଉଚ୍ଚାରଣ: Kāsha
ପ୍ରାଦେ. (ସମ୍ବଲପୁର) ବି. (ସଂ. କର୍ଷଣ) —
ହଳ ବୁଲାଇବାର ଥର; ଓଡ଼ — Time of turn of ploughing a field.
ସଂ. ବି. (କଷ୍ ଧାତୁ=କର୍ଷଣ କରିବା+ କରଣ. ଅ) —
୧: କଷଟି ପଥର —୧. Touchstone.
୨: ଋଷିବିଶେଷ —୨. Name of a sage.