କାଷାୟ
ଦେଖଣା
(କାଷାଯରୁ ଲେଉଟି ଆସିଛି)
କାଷାୟ —
ଉଚ୍ଚାରଣ: Kāshāya
ସଂ. ବିଣ. (କଷାୟ+ସମ୍ବନ୍ଧାର୍ଥେ. ଅ) —
୧: ରକ୍ତବର୍ଣ୍ଣରଞ୍ଜିତ — ୧. Coloured red; dyed red.
୨: ଈଷତ୍ ରକ୍ତବର୍ଣ୍ଣ; ଗେରୁଆ —୨. Reddish.
ସଂ. ବି —
ଗେରୁଆରଙ୍ଗ; କଷାରଙ୍ଗ; ଈଷତ୍ ରକ୍ତବର୍ଣ୍ଣ — Reddish colour.