Jump to content

କାଷ୍ଟର୍ ଅଏଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଟର୍ ଅଏଲ୍
ଉଚ୍ଚାରଣ: Kāshṭar ael

ବୈଦେ. ବି. (ଇଂ. କାଷ୍ଟର—ଅଏଲ୍) —

ଜଡ଼ାତେଲ — Castor oil.

[ଦ୍ର—ଏହା ପ୍ରଧାନତଃ ବିରେଚକ ଔଷଧରୂପେ ଡାକ୍ତରମାନଙ୍କ ଦ୍ବାରା ବ୍ୟବହୃତ ହୁଏ ଏ ତୈଳ ମଧ୍ୟ କେଶର ହୀତକର ଦେଶୀ ଜଡ଼ାତେଲକୁ ଲୋକେ ଦୀପରେ ଜଳାନ୍ତି ଓ ବହୁ ପୁରୁଣା ଜଡ଼ା— ତେଲ ଥଲଥଲିଆ ହୋଇଯାଏ ଏବଂ ଏହା ବାତରୋଗଗ୍ରସ୍ତ ଅଙ୍ଗରେ ମାଲିସ୍ କଲେ ଉପକାର ହୁଏ]