କାଷ୍ଠ
ଦେଖଣା
କାଷ୍ଠ —
ଉଚ୍ଚାରଣ: Kāshṭha
ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଥ) —
୧: କାଠ —୧. Wood; timber.
୨: ଇନ୍ଧନ; ଜାଳ; ଜାଳିଣିକାଠ —୨. Fuel.
କାଷ୍ଠ —
ଉଚ୍ଚାରଣ: Kāshṭha
ସଂ. ବି. (କାଶ୍ ଧାତୁ=ଦୀପ୍ତି ପାଇବା+କର୍ତ୍ତୃ. ଥ) —
୧: କାଠ —୧. Wood; timber.
୨: ଇନ୍ଧନ; ଜାଳ; ଜାଳିଣିକାଠ —୨. Fuel.