Jump to content

କାଷ୍ଠକୀଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠକୀଟ
ଉଚ୍ଚାରଣ: Kāshṭhakīṭa

ସଂ. ବି. (୬: ଷ୍ଠୀ ତତ୍; କିମ୍ବା ମ. ପ. ଲୋ; କାଷ୍ଠ+କୀଟ) —

ଘୁଣ; କାଠରେ ଲାଗିବା ପୋକ; କାଠକୁ ଆକ୍ରମଣ କରି ନଷ୍ଟ କରିବା ପୋକ — The weevil; an insect eating into or boring through wooden articles.