Jump to content

କାଷ୍ଠକୁଦ୍ଦାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠକୁଦ୍ଦାଳ
ଉଚ୍ଚାରଣ: Kāshṭhakuddāḻa

(କାଷ୍ଠକୂଦ୍ଦାଳ—ଅନ୍ୟରୂପ)

ସଂ. ବି. (୬: ଷ୍ଠୀ ତତ୍; କିମ୍ବା ମ. ପ. ଲୋ; କାଷ୍ଠ+ କୁଦ୍ଦାଳ) —

ନୈକାର ତଳେ ପଟାର ସନ୍ଧି ବା ଛିଦ୍ର— ପଥରେ ଝରି ଜମିଥିବା ପାଣିକୁ ଫୋପାଡ଼ିବା ନିମନ୍ତେ ବ୍ୟବହୃତ କାଷ୍ଠନିର୍ମିତ ପାତ୍ରବିଶେଷ; ବେଣ୍ଠୁଲା — A wooden ladle used to throw out the accumulated water from the bottom of a boat.