Jump to content

କାଷ୍ଠତ୍ଯାଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠତ୍ୟାଗ
ଉଚ୍ଚାରଣ: Kāshṭhatyāga

ସଂ. ବି. (୬: ଷ୍ଠୀ ତତ୍; କାଷ୍ଠ+ତ୍ୟାଗ) —

୧: ଧୂପ ଦେବା — ୧. Offering of a bit of live coal with incense to a Deity.

୨: ମୃତ ବ୍ୟକ୍ତିର ଶବର ମୁଖରେ ଅଗ୍ନି ଦେବା; ମୁଖାଗ୍ନି ଦେବା — ୨. The ritual of putting fire on the mouth of a dead body in the funeral pyre.