Jump to content

କାଷ୍ଠପୁତ୍ତଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠପୁତ୍ତଳ
ଉଚ୍ଚାରଣ: Kāshṭhaputtaḻa

ସଂ. ବି. (ମଧ୍ୟପଦଲୋପୀ କର୍ମଧା; କାଷ୍ଠ+ ପୁତ୍ତଳ) —

୧: କାଠକଣ୍ଡେଇ; କାଠରେ ତିଆରି ପିତୁଳା — ୧. Wooden image or doll.

୨: (ଲକ୍ଷଣାର୍ଥ) କାଠପିତୁଆ ପରି ଅକ ମିକା ବା ନିଷ୍କାର୍ମା ଓ ନିଶ୍ଚଳ ବ୍ୟକ୍ତି —୨. (figurative) A worthless fellow; a drone; one like a figure-head or statue.