Jump to content

କାଷ୍ଠମୟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠମୟ
ଉଚ୍ଚାରଣ: Kāshṭhamaya

ସଂ. ବିଣ. (କାଷ୍ଠ+ବିକାର୍ଥେ. ମୟ) —

୧: କାଠନିର୍ମିତ —୧. Made of wood; wooden.

୨: (ଲକ୍ଷଣାର୍ଥ) କାଷ୍ଠତୁଲ୍ୟ କଠିନହୃଦୟ; ନିର୍ଦ୍ଦୟ — ୨. (figurative) Hard-hearted; cruel.

୩: ନୀରସ; ଶୁଷ୍କ —୩. Sapless; dry.