କାଷ୍ଠଲେଖକ
ଦେଖଣା
କାଷ୍ଠଲେଖକ —
ଉଚ୍ଚାରଣ: Kāshṭhalekha
ସଂ. ବି. (୬: ଷ୍ଠୀ ତତ୍; କାଷ୍ଠ+ ଲେଖକ; ଏମାନଙ୍କର କଟା ଚିହ୍ନମାନ ସମୟସମୟରେ କାଠଦେହରେ ଲେଖା ହେବେ ପରି ଜଣା ଯିବାରୁ) —
ଘୁଣ; କାଠରେ ଲାଗିବା ପୋକ — Weevil; an insect boring through wooden articles.