Jump to content

କାଷ୍ଠଲୌକିକତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠଲୌକିକତା
ଉଚ୍ଚାରଣ: Kāshṭhal&aline;&uline;kikatā

ସଂ. ବି. (କାଷ୍ଠ= କାଷ୍ଠବତ୍ ନୀରସ+ ଲୌକିକତା) —

ଶୁଖିଲା ଭଗତି; ଆନ୍ତରିକତା ନ ଥାଇ କେବଳ ବାହ୍ୟ ଭଦ୍ରତା ବା ବ୍ୟବହାର — Insincere or formal politeness.