Jump to content

କାଷ୍ଠାଜୀବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠାଜୀବ
ଉଚ୍ଚାରଣ: Kāshṭhājība

ସଂ. ବିଣ. (ବହୁବ୍ରୀହି; କାଷ୍ଠ+ଆଜୀବ) —

କାଠ କାଟିବା ୟାହାର ଜୀବିକା; କାଠୁରିଆ — Earning one's living by cutting wood.

କାଷ୍ଠାଜୀବ ଯେହ୍ନେ ବନେ ପୁଷ୍ପିତ ବିଂଶୁକେ ରାଧାନାଥ. ମହାୟାତ୍ରା