Jump to content

କାଷ୍ଠିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାଷ୍ଠିକା
ଉଚ୍ଚାରଣ: Kāshṭhikā

ସଂ. ବି. ସ୍ତ୍ରୀ. (କାଷ୍ଠ+କ୍ଷୁଦ୍ରାର୍ଥରେ. ଇକ+ସ୍ତ୍ରୀ. ଆ; କିମ୍ବା କାଷ୍ଠ+କ+କ୍ଷୁଦ୍ରାର୍ଥେ. ଆ) —

କାଠି; କ୍ଷୁଦ୍ର ଲମ୍ବ କାଷ୍ଠଖଣ୍ଡ — A wooden twig; a pick.