Jump to content

କାସର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାସର
ଉଚ୍ଚାରଣ: Kāsara

ସଂ. ବି. (କ=ଜଳ+ଆ=ସମ୍ୟକ୍+ସୃ ଧାତୁ=ଗମନ କରିବା+କର୍ତ୍ତୃ. ଅ) —

ଯେ ଜଳମୟ ସ୍ଥାନରେ ରହିବାକୁ ସୁଖପାଏ; ମହିଷ —Buffalo.

ଚିତ୍ରୋତ୍ପଳା ନୀରପାୟୀ କି ଆଶାରେ ପଶିଲେ କାସରସେବିତ କାସାରେ—ରାଧାନାଥ. ଦରବାର