Jump to content

କାସାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାସାର
ଉଚ୍ଚାରଣ: Kāsāra

ସଂ. ବି. (କ=ଜଳ+ଆ+ସୃ ଧାତୁ=ଗମନ କରିବା+ ଅଧିକରଣ. ଅ) —

୧: ସରୋବର; ଜଳାଶୟ — ୧. Reservoir of water; tank; pond.

୨: ପକ୍ବାନ୍ବବିଶେଷ; ଖେଚାଡ଼ି — ୨. A kind of boiled rice and pulse.

୩: ଦଣ୍ଡକଜାତୀୟ ଛନ୍ଦୋବିଶେଷ — ୩. A Sanskrit metre.