ଶବ୍ଦାର୍ଥ:
କାସାରି — ଉଚ୍ଚାରଣ: Kāsāri
ସଂ. ବି. (୬: ଷ୍ଠୀ ତତ୍; କାସ+ଅରି) —
କାଶମର୍ଦ୍ଦ (ଦେଖ) Kāṡamardda (See)