କାସୁ
ଦେଖଣା
କାସୁ —
ଉଚ୍ଚାରଣ: Kāsu
ବୈଦେ. (ତେ) ବି. —
ଗୁନ୍ଥା ହେବା ଲାଗି ଗୋଡ଼ ଲାଗିଥିବା ଟଙ୍କା ଓ ଅଧୁଲି ପରି ବହଳ ଓ ଗୋଲାକାର ଚକତି; ସୁନାର ଅଳଙ୍କାରବିଶେଷ (ଏହା ହାରରୂପେ ବ୍ୟବହାର ହୁଏ) —Coin-like round pieces of gold and silver attached to each other by a string passed through the eye-holes and intented to be used as a necklace.