କାସୂ
ଦେଖଣା
କାସୂ —
ଉଚ୍ଚାରଣ: Kāsū
ସଂ. ବି. (କସ୍ ଧାତୁ=ଗମନ କରିବା; ଦୀପ୍ତି ପାଇବା+ଉ; ଅଥବା କାସ୍ ଧାତୁ=କତ୍ସିତ ଶବ୍ଦ କରିବା=ସଂଜ୍ଞାର୍ଥେ. ଊ) —
୧: ବିକଳ ବାକ୍ୟ — ୧. Weak word or utterance.
୨: ଅସ୍ପଷ୍ଟବାକ୍ୟ —୨. Indistinct words.
୩: ଶକ୍ତି ଅସ୍ତ୍ର —୩. A kind of weapon; iron spear.
୪: (କାସ୍ ଧାତୁ=ଭାବ. ଅ)—ଦୀପ୍ତି —୪. Lustre.
୫: ବୃଦ୍ଧି —୫. Increase.
୬: (+କର୍ତ୍ତୃ. ଅ) ରୋଗ —୬. Disease.