କାସ୍କେଟ୍
ଦେଖଣା
କାସ୍କେଟ୍ —
ଉଚ୍ଚାରଣ: Kāskeṭ
ক্যাস্কেট্
केसकेट; सिंगारदान
ବୈଦେ. ବି. (ଇଂ) —
ଧାତୁନିର୍ମିତ ଲମ୍ବ ଆଧାର ବା ନଳି; ଡବ୍ବା —Casket.
[ଦ୍ର—ଏଥିରେ କଗଜପତ୍ର, ସନନ୍ଦ, ଅଭିନନ୍ଦନପତ୍ର ଆଦି ରଖାଯାଏ ରାଜା, ମହାରାଜା ଓ ବଡ଼— ଲୋକମାନଙ୍କୁ ଅଭିନନ୍ଦନପତ୍ର ଦେବା ବେଳେ ଅଭିନନ୍ଦନ ପତ୍ର ପଢ଼ା ହେଲା ପରେ ତାହା ଗୁଡ଼ିଆ ହୋଇ ଏଥିରେ ରଖାଯାଇ ସେମାନଙ୍କୁ ଭେଟି ଦିଆଯାଏ]