Jump to content

କାସ୍ପିଆନ୍ ସାଗର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାସ୍ପିଆନ୍ ସାଗର
ଉଚ୍ଚାରଣ: Kāspiān sāgara

ଦେ. ବି —

ଆସିୟିକ ରୁଷିଆ ଓ ଇଉରୋପୀୟ ରୁଷିଆର ମଧ୍ୟବର୍ତ୍ତୀ ଏବଂ ପାରସ୍ୟର ଉତ୍ତରରେ ଥିବା ହ୍ରଦବିଶେଷ —The Caspian Sea.

[ଦ୍ର—ହ୍ରଦ ବଡ଼ ହେଲେ ତାହାକୁ ସାଗର ମଧ୍ୟ କହନ୍ତି]