Jump to content

କାସ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାସ୍ କରିବା
ଉଚ୍ଚାରଣ: Kās karibā
ক্যাসকরা चेकभूनाना

ଦେ. କ୍ରି —

ଚେକ୍ ଆଦି ଭଙ୍ଗାଇ ଟଙ୍କାରେ ପରିଣତ କରିବା; ଚେକ୍ ବା ବିଲ୍ ଭଙ୍ଗାଇବା — To encash a cheque or bill.