ଶବ୍ଦାର୍ଥ:
କାହଳା — ଉଚ୍ଚାରଣ: Kāhaḻā
ସଂ. ବି. ସ୍ତ୍ରୀ. (କାହଳ=ସ୍ତ୍ରୀ. ଆ) —
ବାଦ୍ୟଦ୍ଭାଣ୍ଡବିଶେଷ —Kettle-drum.