କାହାଁକା
ଦେଖଣା
କାହାଁକା —
ଉଚ୍ଚାରଣ: Kāhāñkā
কোথাকার
कहाँका
ବୈଦେ. ସର୍ବନାମ. (ଫା. କହାଁକା) —
କେଉଁ ସ୍ଥାନର — Of what place; of which place.
ବିଣ. ର. ବିଣ —
ଅତି; ଅତ୍ୟନ୍ତ; ଅସାଧାରଣ — Very; uncommonly.
[ଦ୍ର—ଦୁଷ୍ଟ, ବଗୁଲିଆ ଓ ମିଛୁଆ ଆଦି ଶବ୍ଦ ପରେ 'କାହାଁକା' ଶବ୍ଦ ଯୁକ୍ତ ହେଲେ 'ଅତି', 'ଅତ୍ୟନ୍ତ', 'ଅସାଧାରଣ' ଅର୍ଥ ବୁଝାଏ; ଯଥା—ଦୁଷ୍ଟକାହାଁକା, ବଗୁଲିଆକାହାଁକା, ମିଛୁଆକାହାଁକା; ଅର୍ଥାତ୍ ଏପରି ଦୁଷ୍ଟ ବା ବଗୁଲିଆ ବା ମିଛୁଆ ବ୍ୟକ୍ତି ଏ ସ୍ଥାନର ନୁହେ, ଅନ୍ୟ କେଉଁ ସ୍ଥାନର ଅଟେ]