କାହାକାହା
ଦେଖଣା
କାହାକାହା —
ଉଚ୍ଚାରଣ: Kāhākāhā
কারোকারো
किसकिसका
ଦେ. ସର୍ବନାମ —
୧: କେଉଁ କେଉଁ ବ୍ୟକ୍ତି ବା ପ୍ରାଣୀଙ୍କର — ୧. Of which persons or animals; whose.
୨: କେତେକ ବ୍ୟକ୍ତି ବା ପ୍ରାଣୀଙ୍କର; କୌଣସି କୌଣସି ବ୍ୟକ୍ତି ବା ପ୍ରାଣୀଙ୍କର — ୨. Of some persons or animals.