କାହାମ
ଦେଖଣା
କାହାମ —
ଉଚ୍ଚାରଣ: Kāhāma
ଦେ. (ପ୍ରାଚୀନ ପଦ୍ୟ. ସଂ. କାହଳ=ଖଳ) ବି —
ନୀଚ — Low; mean.
କାହାମ ଲୋକ ଘୂଷୂରୀ ଜନ୍ମେ ଧରି କାଯେ ପୀତାମ୍ବର. ନୃସିଂହପୁରାଣ
କାହାମ —
ଉଚ୍ଚାରଣ: Kāhāma
ଦେ. (ପ୍ରାଚୀନ ପଦ୍ୟ. ସଂ. କାହଳ=ଖଳ) ବି —
ନୀଚ — Low; mean.
କାହାମ ଲୋକ ଘୂଷୂରୀ ଜନ୍ମେ ଧରି କାଯେ ପୀତାମ୍ବର. ନୃସିଂହପୁରାଣ