କାହାରେ
ଦେଖଣା
କାହାରେ —
ଉଚ୍ଚାରଣ: Kāhāre
ଦେ. ସର୍ବନାମ. (୨: ୟା ବିଭକ୍ତି) —
୧: କାହାରିକୁ; କାହାକୁ — ୧. Whom; to whom.
ତୁମ୍ଭ ବିନା ଦୀନବନ୍ଧୁ ! ଦୂଃଖୀ ଡ଼ାକିବ କାହାରେ— ମଧୁସୂଦନ. ସଙ୍ଗୀତମାଳା
୨: (୨: ୟା ବିଭକ୍ତି) କାହା ଦ୍ବାରା —୨. By whom.
କାହାରେ —
ଉଚ୍ଚାରଣ: Kāhāre
ଦେ. ସର୍ବନାମ. (୨: ୟା ବିଭକ୍ତି) —
୧: କାହାରିକୁ; କାହାକୁ — ୧. Whom; to whom.
ତୁମ୍ଭ ବିନା ଦୀନବନ୍ଧୁ ! ଦୂଃଖୀ ଡ଼ାକିବ କାହାରେ— ମଧୁସୂଦନ. ସଙ୍ଗୀତମାଳା
୨: (୨: ୟା ବିଭକ୍ତି) କାହା ଦ୍ବାରା —୨. By whom.