Jump to content

କାହାଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହାଳ
ଉଚ୍ଚାରଣ: Kāhāḻa

ଦେ. ବି. (ସଂ. କାହଳ=ଦୁର୍ବଳ) —

୧: ଧାନ ଗଛର ରୋଗବିଶେଷ; କାହାଳିଆ ରୋଗ — ୧. A pest of paddy plants.

୨: କାହାଳୀ (ଦେଖ) ୨. Kāhāḻī (See)

ଭେରୀ ମହୁରୀ ଆର ତୁରୀ; କାହାଳ ଶଙ୍ଖ ସେ ଦୋସରୀ ପ୍ରାଚୀ. ୟଶୋବନ୍ତ. ପ୍ରେମଭକ୍ତି ବ୍ରହ୍ମଗୀତା

ପ୍ରାଦେ. (ସମ୍ବଲପୁର ଓ ବିହାର) ବି —

କାହାର ୨: (ଦେଖ) Kāhāra ୨ (See)