Jump to content

କାହାଳିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହାଳିଆ
ଉଚ୍ଚାରଣ: Kāhāḻiā

ଦେ. ବି. ପୁଂ —

୧: ଯେ କାହାଳୀ ବଜାଏ — ୧. Trumpeter.

୨: ଦେବମନ୍ଦିରରେ ବା ରାଜାଙ୍କ ଗହଣରେ କାହାଳୀ ବଜାଇବା ଚାକର —୨. An attendant on royalty or Deity whose duty is to sound the trumpet.

୩: ଧାନଗଛର ରୋଗବିଶେଷ; ପେଏଁ କାଳିଆ ରୋଗ — ୩. A pest of paddy plants.

[ଦ୍ର—ଥୋଡ଼ ହେଲା ବେଳେ ବିନାବର୍ଷାରେ ଘଡ଼ଘଡ଼ି ମାଇଲେ ଧାନଗଛର ଗର୍ଭସ୍ଥ କେଣ୍ଡା ମରି ଯାଇ ପରେ ଗଛର ଡ଼ାଙ୍ଗ ଫମ୍ଫା ନଳ ବା କାହାଳୀ ପରି ପଦାକୁ ବାହାରି ପଡ଼େ]