କାହିଁଛି
ଦେଖଣା
କାହିଁଛି —
ଉଚ୍ଚାରଣ: Kāhiñchhi
কোথায়আছে
काहांहै
ଦେ. କ୍ରି—(ସଂ. କୁତ୍ରାସ୍ତି; ଓ କାହିଁ+ଅଛି) —
୧: କେଉଁ— ଠାରେ ଅଛି; କାହିଁ ଅଛି — ୧. Where is.
କାହିଁଛି କାହିଁଛି ବୋଲି ବିରାଟ ଦେଶ ଖୋଜି ଖୋଜି ତଡ଼ାଗେ ହୋଇଛି ପ୍ରବେଶ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
୨: (ପ୍ରଶ୍ନରୂପକ) ନାହିଁ —୨. (Interrogative form) is not.