Jump to content

କାହିଁପାଇଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହିଁପାଇଁ
ଉଚ୍ଚାରଣ: Kāhiñpāiñ
কেন कयें; काहेको

ଦେ. ଅ. —

କିପାଇଁ; କାହିଁକି — Why; what for.

ଏହାକୁ ଛାଡ଼ିବାର ହେଲା କାହିଁପାଇଁ କୃଷ୍ଣସିଂହ. ମହାଭାରତ. ବନ