Jump to content

କାହିଁର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହିଁର
ଉଚ୍ଚାରଣ: Kāhiñra
কোথাকার कहाँका

ଦେ. ଅ. —

୧: କାହାର — ୧. Whose.

୨: କେଉଁ ସ୍ଥାନରେ — ୨. Of which place.

୩: ଅଜ୍ଞାତ ଦେଶର —୩. Of an unknown place.

ଆଗେ ଅଗାଳିଣ ସେ ବୋଲଇ ମହାବୀର ଏ ପୁରେ ପଶିଲୁ ତୁରେ କାହିଁକି ବାନର ବିଶ୍ବନାଥ. ବିଚିତ୍ରରାମୟଣ

୪: କେଉଁ ବିଷୟରେ —୪. Of which matter.