Jump to content

କାହିଁରୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହିଁରୁ
ଉଚ୍ଚାରଣ: Kāhiñru
কোথাথেকে कहाँसे

ଦେ. ଅ. —

୧: କାଉଁଠାରୁ; କେଉଁ ଦେଶରୁ — ୧. From which place.

୨: କେଉଁ ବସ୍ତୁରୁ — ୨. From which thing.

୩: ବହୁଦୂରରୁ — From a long distance.

୩: କେଉଁ କାରଣରୁ — ୩. From what reason; why.