କାହିଁରେ
ଦେଖଣା
କାହିଁରେ —
ଉଚ୍ଚାରଣ: Kāhiñre
কিসেতে
किससे
ଦେ. ଅ. —
୧: କେଉଁଥିରେ; କେଉଁ ବିଷୟ ବା କାର୍ୟ୍ୟରେ — ୧. In anything or matter.
୨: ଯେ କୌଣସି ବିଷୟରେ — ୨. In anything whatever.
କାହିଁରେ ମନ ସହି ପ୍ରସନ୍ନ ହେଉ ନାହିଁ, ଏଥିକି କହ କେଉଁ ଗତି କିରେ କବିସୂର୍ଯ୍ୟ. ସଙ୍ଗୀତ