Jump to content

କାହିଁ ପାଇଁ କି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହିଁ ପାଇଁ କି
ଉଚ୍ଚାରଣ: Kāhiñpāiñki
কেন किसलिए;कयों

ଦେ. ଅ. —

୧: କିପାଇଁ; କାହିଁକି — ୧. Why.

ବଳିତ ପଡ଼ିଅଛି ଉତ୍କଣ୍ଠା ମୋହର କହ କାହିଁପାଇଁକି ନ କଲୁ ତୋହର କୃଷ୍ଣସିଂହ. ମହାଭାରତ. ବନ

୨: କେଉଁ କାରଣରୁ — ୨. From what reason; wherefore.