କାହୁଁ
ଦେଖଣା
କାହୁଁ —
ଉଚ୍ଚାରଣ: Kāhuñ
কোথাথেকে
कहाँसे
ଦେ. ଅ.—(ସଂ. କିମ୍ ଶବ୍ଦ ୫ମୀ ବିଭକ୍ତି) —
୧: କେଉଁ ବ୍ୟକ୍ତିଠାରୁ —୧. From which person.
କିଟାହେଲା ମୋରେ କାହୁଁ କି ଶୁଣି କବିସୂର୍ଯ୍ୟ. କବିତା
୨: କେଉଁଠାରୁ — ୨. Whereform; from what place.
କାହୁଁ ଅଇଲି କେଉଁ ଦେଶ, ନ ଜାଣି ଆତ୍ମାର ବିଶେଷ ଜଗନ୍ନାଥ. ଭାଗବତ
୩: କେଉଁଆଡ଼ୁ —୩. From which direction.
୪: କେଉଁ କାରଣରୁ — ୪. Wherefore; for what reason.
୫: କିପରି —୫. How.
ନବନୀତ ତହୁଁ ମୃଦୁ ଦେହେ କାହୁଁ ସମ୍ଭବିଲା ଏ କଦନ କବିସୂର୍ଯ୍ୟ. କିଶୋରୀ. ଚମ୍ପୁ. ଙ ଗୀତ