Jump to content

କାହୁଁ ଅଇଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହୁଁ ଅଇଲା
ଉଚ୍ଚାରଣ: Kāhuñailā

ଦେ. ବିଣ. —

୧: ଅଜ୍ଞାତ କୁଳଶୀଳ — ୧. Of unknown antecedents.

୨: ଅଭ୍ୟାଗତ; ନବାଗତ —୨. Stranger; newly come.

ଦେ. ବି. —

ଏକ ପ୍ରକାର ବିଆଳି ଧାନ (ବୋଧହୁଏ ଏ ଧାନ ପ୍ରଥମେ କେଉଁଠାରୁ ଏ ଦେଶକୁ ଆସିଲା ଏହା ଜଣା ନ ଥିବାରୁ) — A sort of autumn paddy.