Jump to content

କାହୁଁ କାହୁଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହୁଁ କାହୁଁ
ଉଚ୍ଚାରଣ: Kāhuñ kāhuñ
काहाँकहाँसे

ଦେ. ଅ. —

୧: କେଉଁ କେଉଁ ସ୍ଥାନମାନଙ୍କରୁ — ୧. From which places.

୨: ଅନେକ ସ୍ଥାନରୁ —୨. From many places.

୩: ଅଜ୍ଞାତ କାରଣ ବଶତଃ — ୩. For reasons unknown.

ଅକାରଣେ ଦଣ୍ଡ ପଡ଼େ କାହୁଁ କାହୁଁ ଦାଶରଥି. ବ୍ରଜବିହାର

୪: ହଠାତ୍ —୪. Suddenly; unexpectedly.