Jump to content

କାହ୍ନୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କାହ୍ନୁ
ଉଚ୍ଚାରଣ: Kāhnu
কাহ্নু कह्नाइ

ଦେ. ବି. (ସଂ. କୃଷ୍ଣ; ପ୍ରା. କାହ୍ନ; 'କହ୍ନେଇ'ର ଗେହ୍ଲା ଡ଼ାକ) —

୧: ଶ୍ରୀକୃଷ୍ଣ —୧. A name by which Ṡrīkṛushṅa is called in familiarity or endearment.

୨: ଗଉଡ଼ ଜାତିର ଶାଖାବିଶେଷ — ୨. A class of the cowherd caste.

୩: ଲୋକଙ୍କ ନାମ —୩. Name of males.

୪: କାହ୍ମୁପାଦ (ଦେଖ) ୪. Kāhnupāda (See)